Crime News: ଆଜୀବନ କାରାଦଣ୍ଡରେ ଦଣ୍ଡିତ ହେଲେ ଶିଶୁ ଦୁଷ୍କର୍ମକାରୀ ଅରକ୍ଷିତ ପରିଡ଼ା

୨୦୨୪ ମସିହାରେ ନାବାଳିକା ଜଣକ ଖେଳି ସାରି ଘରକୁ ଫେରୁଥିବା ସମୟରେ ଏହି ଘଟଣା ଘଟିଥିଲା। ଅଭିଯୁକ୍ତ ଅରକ୍ଷିତ ନାବାଳିକାକୁ ପ୍ରଲୋଭିତ କରିବା ସହ ଏକ ନିକାଞ୍ଚନ ଜାଗାକୁ ଡାକିନେଇ ବଳାତ୍କାର କରିଥିଲା। ଏହା ସହ ଘଟଣା ସଂକ୍ରାନ୍ତରେ କାହାରିକୁ ନଜଣାଇବାକୁ ମଧ୍ୟ ତାଗିଦ କରିଥିଲା।

Crime News: ଆଜୀବନ କାରାଦଣ୍ଡରେ ଦଣ୍ଡିତ ହେଲେ ଶିଶୁ ଦୁଷ୍କର୍ମକାରୀ ଅରକ୍ଷିତ ପରିଡ଼ା

About the Author