Odisha News: କଳାହାଣ୍ଡିରେ ମେଗା ସ୍ୱାସ୍ଥ୍ୟ ଶିବିର

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଲକର ୧୩ଟି ଗ୍ରାମକୁ କଭର କରି କାନକୁଟ୍ରୁ ଗ୍ରାମ ପଞ୍ଚାୟତରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିଥିଲା ବେଦାନ୍ତ। ଲାଞ୍ଜିଗଡ଼ରେ ଏହାର ସିଏସଆର ସ୍ୱାସ୍ଥ୍ୟସେବା ପଦକ୍ଷେପ ପ୍ରକଳ୍ପ ଆରୋଗ୍ୟ ଅଂଶ ଭାବରେ ସମ୍ପ୍ରତି ଶିବିରରେ ପ୍ରାୟ ୪୦୦ ହିତାଧିକାରୀଙ୍କୁ ମାଗଣା ପରାମର୍ଶ, ରୋଗ ଚିହ୍ନଟ ଏବଂ ଔଷଧ ପ୍ରଦାନ କରାଯାଇ

Odisha News: କଳାହାଣ୍ଡିରେ ମେଗା ସ୍ୱାସ୍ଥ୍ୟ ଶିବିର

About the Author