Advertisement
Article Detail0/zeeodisha/odisha2666751
Zee OdishaOdisha Stateମାସିକ ଆୟ ୧୦ ହଜାର ଥିଲେ ରାସନ କାର୍ଡ ଫେରାନ୍ତୁ, ମନ୍ତ୍ରୀଙ୍କ ଅପିଲ

ମାସିକ ଆୟ ୧୦ ହଜାର ଥିଲେ ରାସନ କାର୍ଡ ଫେରାନ୍ତୁ, ମନ୍ତ୍ରୀଙ୍କ ଅପିଲ

ନିଜ ଆଡୁ ରାସନ କାର୍ଡ ଫେରାଇବା ପାଇଁ ପୁଣିଥରେ ଅପିଲ କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର । ସେ କହିଛନ୍ତି ଯେ, ଗ୍ରାମାଞ୍ଚଳରେ ଯେଉଁମାନଙ୍କର ମାସିକ ଆୟ ୧୦ ହଜାର ଟଙ୍କା ସେମାନେ ତୁରନ୍ତ କାର୍ଡ ଫେରାନ୍ତୁ । ଏଥିସହ ସହରାଞ୍ଚଳରେ ଯେଉଁମାନଙ୍କର ଆୟ ମାସକୁ ୧୫ ହଜାର ଟଙ୍କା ସେମାନେ ମଧ୍ୟ କାର୍ଡ ଫେରାଇ ଦିଅନ୍ତୁ ।

ମାସିକ ଆୟ ୧୦ ହଜାର ଥିଲେ ରାସନ କାର୍ଡ ଫେରାନ୍ତୁ, ମନ୍ତ୍ରୀଙ୍କ ଅପିଲ

ଭୁବନେଶ୍ୱର: ନିଜ ଆଡୁ ରାସନ କାର୍ଡ ଫେରାଇବା ପାଇଁ ପୁଣିଥରେ ଅପିଲ କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର । ସେ କହିଛନ୍ତି ଯେ, ଗ୍ରାମାଞ୍ଚଳରେ ଯେଉଁମାନଙ୍କର ମାସିକ ଆୟ ୧୦ ହଜାର ଟଙ୍କା ସେମାନେ ତୁରନ୍ତ କାର୍ଡ ଫେରାନ୍ତୁ । ଏଥିସହ ସହରାଞ୍ଚଳରେ ଯେଉଁମାନଙ୍କର ଆୟ ମାସକୁ ୧୫ ହଜାର ଟଙ୍କା ସେମାନେ ମଧ୍ୟ କାର୍ଡ ଫେରାଇ ଦିଅନ୍ତୁ ।

ମନ୍ତ୍ରୀ କହିଛନ୍ତି ଯେ, ସରକାର ଏବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେନି ତେଣୁ ତୁରନ୍ତ ଫେରାଇ ଦିଅନ୍ତୁ । କାଲି ପୋର୍ଟାଲ ଖୋଲିବା ପରେ ଦେଢ଼ ହଜାର ଆବେଦନ ହୋଇଛି । ପୂର୍ବରୁ ୬ ଲକ୍ଷ ଆବେଦନକାରୀ ରାସନ କାର୍ଡ ଅପେକ୍ଷାରେ ଅଛନ୍ତି । ୮୦ ହଜାର ଅଯୋଗ୍ୟ ହିତାଧିକାରୀ ୧୨ ହଜାର ରାସନ କାର୍ଡ ଫେରାଇଲେଣି । ସାଢ଼େ ୪ ହଜାର ସରକାରୀ କର୍ମଚାରୀ ମଧ୍ୟ କାର୍ଡ ଫେରାଇଛନ୍ତି ବୋଲି ସୂଚନା ଦେଇଛନ୍ତି ।

Also Read- ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ‘ଶିମଲୀ’ ଫିଲ୍ମର ସମସ୍ତ କର୍ମକର୍ତ୍ତା

Add Zee News as a Preferred Source

Also Read- Budh Gochar 2025: ୭ ମଇ ପର୍ଯ୍ୟନ୍ତ ମୀନ ରାଶିରେ ରହିବେ ବୁଧ, ଜାଣନ୍ତୁ ପଡିବ କିପରି ପ୍ରଭାବ

About the Author