Rath Yatra 2026: ରଥଯାତ୍ରା ପୂର୍ବରୁ ପୁରୀ ରେଲୱେ ଷ୍ଟେସନରେ ମକ୍‌ଡ୍ରିଲ୍‌, ଏସ୍‌ପି କହିଲେ...

Rath Yatra 2026: ଆଗକୁ ଆସୁଛି ରଥଯାତ୍ରା। ପୁରୀ ରେଳ ଷ୍ଟେସନ୍ ରେ ବଢିବ ଭକ୍ତଙ୍କ ଭିଡ଼। ଏ-ନେଇ ବିଶ୍ବପ୍ରଶିଦ୍ଧ ରଥଯାତ୍ରାକୁ ସୁରୁଖୁରୁରେ ଶେଷ କରିବା ପାଇଁ ପୁରୀ ପୋଲିସ ଆଜି (ମଙ୍ଗଳବାର) ପୁରୀ ରେଳ ଷ୍ଟେସନ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଏକ ମେଗା ମକ୍ ଡ୍ରିଲ୍ କରିଛି।

Rath Yatra 2026: ରଥଯାତ୍ରା ପୂର୍ବରୁ ପୁରୀ ରେଲୱେ ଷ୍ଟେସନରେ ମକ୍‌ଡ୍ରିଲ୍‌, ଏସ୍‌ପି କହିଲେ...

About the Author