Accident News: ସୁନ୍ଦରଗଡ଼ରେ ନଦୀକୁ ଖସିଲା ଟ୍ରକ୍‌, ମୋହନାରେ ଘାଟିରୁ ଖସିଲା ଟ୍ରାକ୍ଟର

ନଦୀରେ ଓଲିଟିପଡିବା ପରେ ଟ୍ରକ୍ ଚକ ଉପରକୁ ରହି ଭାସୁଥିବା ପରି ଦୃଶ୍ୟମାନ ହେଉଛି । ଡ୍ରାଇଭରଙ୍କ ସ୍ଥିତି ବାବଦରେ ସ୍ପଷ୍ଟ ସୂଚନା ମିଳିନଥିବା ସମୟରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Accident News: ସୁନ୍ଦରଗଡ଼ରେ ନଦୀକୁ ଖସିଲା ଟ୍ରକ୍‌, ମୋହନାରେ ଘାଟିରୁ ଖସିଲା ଟ୍ରାକ୍ଟର

About the Author