Odisha Assembly: ଆସନ୍ତାକାଲି ବିଧାନସଭା: ବିଜେଡି ଗଡ଼କୁ ସମ୍ଭାଳିବ କିଏ

(ଭୁବନେଶ୍ୱର): ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ଏହା ଏ ସରକାରରେ ଚତୁର୍ଥ ଅଧିବେଶନ ହେବ। ଗତ ବଜେଟ୍‍ ଅଧିବେଶନରେ ବିରୋଧୀଙ୍କ ଘମାଘୋଟ ଆନ୍ଦୋଳନ ଏବଂ ନାରାବାଜୀ ଗୃହକୁ ଅଚଳ କରି ରଖୁଥିଲା। ହେଲେ ଏବେ କ’ଣ ହେବ? ଏବେ ବିଜେଡିର ନେତୃତ୍ୱ ନେବ କିଏ।

Odisha Assembly: ଆସନ୍ତାକାଲି ବିଧାନସଭା: ବିଜେଡି ଗଡ଼କୁ ସମ୍ଭାଳିବ କିଏ

About the Author