'ଅପରେସନ୍ ଧରପଗଡ'ରେ ୧୦ କୋଟିରୁ ଅଧିକ ଟଙ୍କାର ନିଶା ଦ୍ରବ୍ୟ ଜବତ

'ଅପରେସନ୍ ଧରପଗଡ'ରେ ବିପୁଳ ପରିମାଣର ଗଞ୍ଜେଇ, ବ୍ରାଉନ ସୁଗାର, କଫ ସିରପ ଭଳି ନିଶାଦ୍ରବ୍ୟ ଚୋରା ଚାଲାଣ ଉପରେ ରୋକ ଲଗାଇବାରେ ସଫଳ ହୋଇଛି ଓଡ଼ିଶା ପୋଲିସ୍।

'ଅପରେସନ୍ ଧରପଗଡ'ରେ ୧୦ କୋଟିରୁ ଅଧିକ ଟଙ୍କାର ନିଶା ଦ୍ରବ୍ୟ ଜବତ

About the Author