Navaratri Puja: ଆଜି ମା'ଙ୍କର ସପ୍ତମୀ ପୂଜା

ଭୁବନେଶ୍ୱର: ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ପୁରଠୁ ପଲ୍ଲୀ। ଆଜି ବିଭିନ୍ନ ଶକ୍ତିପୀଠରେ ମହା ସପ୍ତମୀ ପୂଜା କରାଯାଉଛି। ମହାସପ୍ତମୀ ଦିନ ନଦୀରୁ ପବିତ୍ର ଜଳ ଆଣି ମଣ୍ଡପରେ ମାଆଙ୍କୁ ଚକ୍ଷୁଦାନ କରାଯିବା ସହ ମନ୍ତ୍ର ଦ୍ୱାରା ପ୍ରାଣ ପ୍ରତିଷ୍ଠା କରିବା ନେଇ ବିଧି ରହିଛି । ଚାଲିଛି ନବରାତ୍ରୀ। ଆଜି ବିଭିନ୍ନ ପୀଠରେ ସପ୍ତମୀ ପୂଜା ଆରମ୍ଭ ହୋଇଛ

Navaratri Puja: ଆଜି ମା'ଙ୍କର ସପ୍ତମୀ ପୂଜା

About the Author