New Income tax Bill: ଆଜି ଲୋକସଭାରେ ଆସିବ ଓ୍ୱାକଫ ସଂଶୋଧନ ରିପୋର୍ଟ ଏବଂ ନୂଆ ଆୟକର ବିଧେୟକ

କାର୍ଯ୍ୟସୂଚୀରେ ଶୂନ୍ୟକଳ ଏବଂ ଜାହାଜ ଚଳାଚଳ ମନ୍ତ୍ରଣାଳୟର ଏକ ବିଧେୟକ ଉପସ୍ଥାପନ ହେବା କାର୍ଯ୍ୟକ୍ରମ ମଧ୍ୟ ସ୍ଥିର କରାଯାଇଚି। ପୁଣି ଶତାଧିକ ଘରୋଇ ସଦସ୍ୟଙ୍କ ବିଧେୟକକୁ ଉପସ୍ଥାପନ କରାଯିବା କାର୍ଯ୍ୟକ୍ରମ ରହିଛି। କିନ୍ତୁ ଅଧିବେଶନର ପ୍ରଥମ ଅଧ୍ୟାୟର ଏହା ଶେଷ ଦିନ ହୋଇଥିବାରୁ ଗୃହ ସରକାରୀ କାର୍ଯ୍ୟକ୍ରମ ପରେ ମୁଲତବୀ ହେବା ସମ୍ଭାବନା ଅଧିକ ରହିଛି।

New Income tax Bill: ଆଜି ଲୋକସଭାରେ ଆସିବ ଓ୍ୱାକଫ ସଂଶୋଧନ ରିପୋର୍ଟ ଏବଂ ନୂଆ ଆୟକର ବିଧେୟକ

About the Author