ଶ୍ରୀ ଜଗନ୍ନାଥ ମନ୍ଦିରରେ ନୂଆ ନିୟମ: ଦାତାଙ୍କୁ ମିଳିବନି ପହଣ୍ଡି ଟିକଟ

ମନ୍ଦିର ପ୍ରଶାସନ ଓ ପରିଚାଳନା କମିଟିର ନିଷ୍ପତ୍ତି ଅନୁସାରେ ଶ୍ରୀମନ୍ଦିର ପ୍ରଶାସନର କର୍ପସ ପାଣ୍ଠିକୁ ଦାନ ଦେଉଥିବା ବ୍ୟକ୍ତି ବିଶେଷଙ୍କୁ ପ୍ରତିବର୍ଷ ନିର୍ଦ୍ଦିଷ୍ଟ ଦିନରେ ଦୀପ, ଧ୍ୱଜା ବନ୍ଧନ, ମହାପ୍ରସାଦ, ଭକ୍ତନିବାସରେ ରହଣୀ ଓ ପହଣ୍ଡି ଦେଖିବା ଲାଗି ସୁବିଧା ପ୍ରଦାନ କରାଯାଉଥିଲା। ପହଣ୍ଡି ଦାନ ପାଇଁ ସେମାନଙ୍କୁ ଟିକଟ ଦିଆଯାଉଥିଲା। କିନ୍ତୁ ଆସନ୍ତା ରଥଯାତ୍ରା ସମୟରେ ଏହି ଭକ୍ତମାନେ ଆଉ ଏହି ଟକଟ ପାଇବେ ନାହିଁ।

ଶ୍ରୀ ଜଗନ୍ନାଥ ମନ୍ଦିରରେ ନୂଆ ନିୟମ: ଦାତାଙ୍କୁ ମିଳିବନି ପହଣ୍ଡି ଟିକଟ

About the Author