ଓଡି଼ଶାରେ ଦୁଇଟି ନୂତନ ମେଡିକାଲ କଲେଜ ପାଇଁ ୨୦୦ MBBS ସିଟ୍ ଅନୁମୋଦିତ କଲା NMC

Odisha MBBS Seats: ଓଡ଼ିଶାର ଆଉ ଦୁଇଟି ସରକାରୀ ମେଡିକାଲ କଲେଜ ପାଇଁ ୨୦୦ ଆସନ ଅନୁମୋଦିତ ହୋଇଛି। ଜାତୀୟ ମେଡିକାଲ କମିଶନ୍ ଏହି ମଞ୍ଜୁରୀ ଦେଇଛନ୍ତି।

ଓଡି଼ଶାରେ ଦୁଇଟି ନୂତନ ମେଡିକାଲ କଲେଜ ପାଇଁ ୨୦୦ MBBS ସିଟ୍ ଅନୁମୋଦିତ କଲା NMC
Image Credit: NMC Approves 200 MBBS Seats

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More