President Putin: ଭାରତ ଭ୍ରମଣରେ ଆସୁଛନ୍ତି ପୁଟିନ, ସ୍ୱାଗତ ପାଇଁ ମାନସ ସାହୁ ପ୍ରସ୍ତୁତ କଲେ ବାଲୁକା ଆନିମେସନ

“Welcome President Putin to India” ବାର୍ତ୍ତାର ବିଷୟକୁ ନେଇ ଏହାକୁ ପ୍ରସ୍ତୁତ କରିଛନ୍ତି। ବାଲୁକା ଦ୍ୱାରା ସୃଷ୍ଟି ହୋଇଥିବା ଏହି ଆନିମେସନ୍ ଭାରତ–ରୁଷ ସମ୍ପର୍କର ଦୀର୍ଘ ପରମ୍ପରା, ମିତ୍ରତା, ଶାନ୍ତି ଓ ସମ୍ମିଳିତ ସମ୍ବନ୍ଧକୁ ଚିତ୍ରିତ କରେ।

President Putin: ଭାରତ ଭ୍ରମଣରେ ଆସୁଛନ୍ତି ପୁଟିନ, ସ୍ୱାଗତ ପାଇଁ ମାନସ ସାହୁ ପ୍ରସ୍ତୁତ କଲେ ବାଲୁକା ଆନିମେସନ

About the Author