Ashwini Vaishnaw: ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ଅଶ୍ବିନୀ ବୈଷ୍ଣବ

Ashwini Vaishnaw: ଗୁରୁବାର ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଅଟେ। ରେଳମନ୍ତ୍ରୀ ବିଜେପି ବିଧାୟକ ଓ ବରିଷ୍ଠ ନେତାଙ୍କ ଗହଣରେ ବିଧାନସଭାରେ ରିଟର୍ଣ୍ଣିଂ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ପ୍ରାର୍ଥୀ ପତ୍ର ଦାଖଲ କରିବେ।

Ashwini Vaishnaw: ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ଅଶ୍ବିନୀ ବୈଷ୍ଣବ

About the Author