Odisha Monsoon Session: ୬ ଦିନରେ ଶେଷ ଶେଷ ହେଲା ମୌସୁମୀ ଅଧିବେଶନ

Odisha Assembly Monsoon Session: ଆଜି ଶେଷ ହୋଇଛି ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ନିର୍ଦ୍ଧାରିତ ୭ ଦିନ ବି ଏହି ଅଧିବେଶନ ଚାଲି ପାରି ନାହିଁ। ପାଞ୍ଚ ଦିନ ନିରନ୍ତର ଭାବେ ହୋ ହଲ୍ଲା, ବିରୋଧୀଙ୍କ ଅସହଯୋଗ, ପ୍ଲାକାର୍ଡ ପ୍ରଦର୍ଶନ ପରେ ବାଚସ୍ପତି ଷଷ୍ଠ ଦିନରେ ବିଧାନସଭାର ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି।

Odisha Monsoon Session: ୬ ଦିନରେ ଶେଷ ଶେଷ ହେଲା ମୌସୁମୀ ଅଧିବେଶନ
Image Credit: Odisha Assembly

About the Author