Odisha Congress: ରାଜ୍ୟରେ ୩୫ ଜିଲ୍ଲା ସଭାପତି ନିଯୁକ୍ତ କଲା କଂଗ୍ରେସ, ଏଠାରେ ଦେଖନ୍ତୁ ପୂରା ତାଲିକା

Odisha Congress District Presidents: କଂଗ୍ରେସ ଦଳ ଓଡ଼ିଶାରେ ସମସ୍ତ ଜିଲ୍ଲା 'ୟୁନିଟ୍ ପାଇଁ ନୂତନ ସଭାପତି ନିଯୁକ୍ତ କରିଛି। ଅଖିଳ ଭାରତ କଂଗ୍ରେସ କମିଟି (AICC) ସଭାପତି ମଲ୍ଲିକାର୍ଜୁନ ଖଡଗେ ଓଡ଼ିଶାରେ ଜିଲ୍ଲା କଂଗ୍ରେସ କମିଟି (DCC) ର ସଭାପତି ନିଯୁକ୍ତ କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।

Odisha Congress: ରାଜ୍ୟରେ ୩୫ ଜିଲ୍ଲା ସଭାପତି ନିଯୁକ୍ତ କଲା କଂଗ୍ରେସ, ଏଠାରେ ଦେଖନ୍ତୁ ପୂରା ତାଲିକା
Image Credit: Odisha Congress