Odisha Crime: ରାଜଧାନୀରେ ଚାଞ୍ଚଲ୍ୟ, ଅଶ୍ଳିଳ ଫଟୋ ଦେଖାଇ ମା, ଝିଅଙ୍କୁ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ। ଘରେ ସହକାରୀ ଭାବେ କାର୍ଯ୍ୟ କରୁଥିବା ଜଣେ ଯୁବକ ବ୍ଲାକ୍‌ମେଲ୍ କରି ଜଣେ ମହିଳା ଓ ତାଙ୍କ ନାବାଳିକା ଝିଅକୁ ବାରମ୍ବାର ଦୁଷ୍କର୍ମ କରିବା ଭଳି ଖବର ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତକୁ ବରଗଡ ପୋଲିସ ଗିରଫ କରିଛି। ଯୌନପିପାସୁ ଅଭିଯୁକ୍ତଜଣକ ହେଲା ଯାଜପୁର ଜିଲ୍ଲା ଟମକା ଥାନ

Odisha Crime: ରାଜଧାନୀରେ ଚାଞ୍ଚଲ୍ୟ, ଅଶ୍ଳିଳ ଫଟୋ ଦେଖାଇ ମା, ଝିଅଙ୍କୁ ଦୁଷ୍କର୍ମ ଅଭିଯୋଗ

About the Author