Prathamastami 2025: ଆଜି ପ୍ରଥମାଷ୍ଟମୀ: ପଢୁଆଁ ହେଲେ ବଡ଼ ସନ୍ତାନ

ଭୁବନେଶ୍ୱର: ଆଜି ହେଉଛି ପ୍ରଥମାଷ୍ଟମୀ ବା ପୋଢୁଆଁଷ୍ଟମୀ। ମାର୍ଗଶିର ମାସ କୃଷ୍ଣପକ୍ଷର ଅଷ୍ଟମୀ ତିଥିରେ ପାଳନ ହୁଏ ଏହି ପ୍ରଥମାଷ୍ଟମୀ।ଏହା ଓଡ଼ିଶାର ଏକ ପାରମ୍ପରିକ ପର୍ବ । ଏହା ସୌଭାଗିନୀ ଅଷ୍ଟମୀ, କାଳ ଭୈରବାଷ୍ଟମୀ ବା ପାପ-ନାଶିନୀ ଅଷ୍ଟମୀ ଭାବେ ମଧ୍ୟେ ନାମିତ। ପୌରାଣିକ ତଥ୍ୟ ଅନୁସାରେ ଅତୀତରେ ମାର୍ଗଶିର ମାସକୁ ବର୍ଷର ଆଦ୍ୟ ମାସ ବା

Prathamastami 2025: ଆଜି ପ୍ରଥମାଷ୍ଟମୀ: ପଢୁଆଁ ହେଲେ ବଡ଼ ସନ୍ତାନ

About the Author