Advertisement
Article Detail0/zeeodisha/odisha2929910
Zee OdishaOdisha StateLiquor Shops Reopening: ବନ୍ଦ ପଡ଼ିଥିବା ୭୦ ମଦ ଦୋକାନ ଖୋଲିବେ ରାଜ୍ୟ ସରକାର, ଦେଖନ୍ତୁ ତାଲିକା

Liquor Shops Reopening: ବନ୍ଦ ପଡ଼ିଥିବା ୭୦ ମଦ ଦୋକାନ ଖୋଲିବେ ରାଜ୍ୟ ସରକାର, ଦେଖନ୍ତୁ ତାଲିକା

Liquor Shops Reopening: ଓଡ଼ିଶା ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଶନିବାର ଘୋଷଣା କରିଛନ୍ତି ଯେ ରାଜ୍ୟ ସରକାର ୧୨ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ବନ୍ଦ ଥିବା ୭୦ଟି ଲିକର୍ ସପ୍ ଖୋଲିବାକୁ ଅନୁମତି ପ୍ରଦାନ କରିଛନ୍ତି।

70 Liquor Shops to Reopen in Odisha
70 Liquor Shops to Reopen in Odisha

Liquor Shops Reopening: ଓଡ଼ିଶା ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ (Prithiviraj Harichandan) ଶନିବାର ଘୋଷଣା କରିଛନ୍ତି ଯେ ରାଜ୍ୟ ସରକାର ୧୨ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ବନ୍ଦ ଥିବା ୭୦ଟି ମଦ ଦୋକାନ (Liquor Shops) ଖୋଲିବାକୁ ଅନୁମତି ପ୍ରଦାନ କରିଛନ୍ତି।

ରାଜ୍ୟର ଅବକାରୀ ରାଜସ୍ୱକୁ ନିୟନ୍ତ୍ରଣ ଏବଂ ବୃଦ୍ଧି କରିବା ଦିଗରେ ଏହି ନିଷ୍ପତ୍ତି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ବିଧାୟକ ଅଖିଳ ଚନ୍ଦ୍ର ନାୟକଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଅବକାରୀ ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଯେଉଁ ଅଞ୍ଚଳରେ ପୂର୍ବରୁ ମଦ ବିକ୍ରୟ ନିଷେଧ ଥିଲା ସେଠାରେ ବିଭାଗ ୭୦ଟି ଲିକର୍ ସପ୍ ଖୋଲିବାକୁ ଅନୁମତି ପ୍ରଦାନ କରିଛି। ଏଠାର ଦେଖନ୍ତୁ ପୂରା ତାଲିକା- 

Add Zee News as a Preferred Source

fallback

ଏହା ସହିତ ବିଭାଗ ଚାରୋଟି ନୂତନ ଲାଇସେନ୍ସପ୍ରାପ୍ତ ମଦ ଦୋକାନ ଖୋଲିବା ପାଇଁ ପ୍ରସ୍ତାବଗୁଡ଼ିକର ସମୀକ୍ଷା କରୁଛି। ବିଭାଗ କହିଛି ଏହା ପାଖରେ ୪ଟି ନୂଆ ଠିପି ଖୋଲା ମଦ ଦୋକା ଓ ୩ ଗୋଟି ମଦ କାରଖାନା ଖୋଲିବା ପାଇଁ ପ୍ରସ୍ଥାବ ରହିଛି। 

About the Author