PDS ହିତାଧିକାରୀଙ୍କ ପାଇଁ e-KYC ସମୟସୀମା ବୃଦ୍ଧି କଲେ ରାଜ୍ୟ ସରକାର

Odisha Govt e-KYC Deadline: ରାଜ୍ୟ ସରକାର ସାର୍ବଜନୀନ ବଣ୍ଟନ ବ୍ୟବସ୍ଥା (PDS) ହିତାଧିକାରୀଙ୍କ ପାଇଁ e-KYC ପୂରଣ କରିବାର ଶେଷ ତାରିଖ ୩୧ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଯାହାଫଳରେ e-KYC ପୂରଣ କରି ନଥିବା ଯୋଗ୍ୟ ହିତାଧିକାରଙ୍କୁ ବର୍ଦ୍ଧିତ ସମୟ ଭିତରେ ଏହା କରାଇ ନେବାକୁ ପରାମର୍ଶ ଦିଆଯାଇଛି।

PDS ହିତାଧିକାରୀଙ୍କ ପାଇଁ e-KYC ସମୟସୀମା ବୃଦ୍ଧି କଲେ ରାଜ୍ୟ ସରକାର
Image Credit: Odisha Govt e-KYC Deadline

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments