Gajpati: Gajpati: ଗୁବୁରୀଗୁଡାରେ ଆଲୌକିକ ଘଟଣା, ସ୍ବପ୍ନାଦେଶରେ ଆସିଲା...

Gajpati News: ମହାଦେବଙ୍କ ଶିବଲିଙ୍ଗ ସ୍ବପ୍ନାଦେଶରେ ଠାବ ହେବା ପରେ ଦର୍ଶନ ପାଇଁ ବିଭିନ୍ନ ଗ୍ରାମ ତଥା ଆଖପାଖ ଅଞ୍ଚଳବାସୀଙ୍କ ସୁଅ ଛୁଟିଛି । ଆଜି ଶିବଲିଙ୍ଗ ଆବିର୍ଭାବ ହେବାର ୨୧ ଦିନ ହୋଇଥିବା ବେଳେ ସମଗ୍ର ଗାଁ ଉତ୍ସବ ମୁଖର ରହିଛି । ଏନେଇ ଗାଁରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ମହାଆଡମ୍ବରରେ ଅନୁଷ୍ଠିତ ହୋଇଛି ।

Gajpati: Gajpati: ଗୁବୁରୀଗୁଡାରେ ଆଲୌକିକ ଘଟଣା, ସ୍ବପ୍ନାଦେଶରେ ଆସିଲା...

About the Author