Odisha Monsoon Session: ବିଧାନସଭାରେ ବିରୋଧୀଙ୍କ ବାଧା: ପ୍ରଶ୍ନକାଳ ବାତିଲ

ଭୁବନେଶ୍ୱର: ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନରେ ପୂର୍ବ ଅଧିବେଶନ ଭଳି ବିରୋଧୀଙ୍କ ବାଧା ଜାରି ରହିଛି। ପ୍ରଶ୍ନକାଳ ଚାଲିଥିବା ବେଳେ ବିରୋଧୀ ଦଳ ପକ୍ଷରୁ ଗୃହର ମଧ୍ୟଭାଗରେ ବିକ୍ଷୋଭ ପ୍ରଦର୍ଶନ ହେତୁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ମାତ୍ର ୪ ମିନିଟ ସମୟ ପରେ ଗୃହ କାର୍ଯ୍ୟକୁ ଅପରାହ୍ଣ ୪ଟା ଯାଏ ମୁଲତବୀ କରିଛନ୍ତି ବାଚସ୍ପତ

Odisha Monsoon Session: ବିଧାନସଭାରେ ବିରୋଧୀଙ୍କ ବାଧା: ପ୍ରଶ୍ନକାଳ ବାତିଲ

About the Author