Odisha News: ବାଣ ବିସ୍ଫୋରଣରୁ ଦୁଇ ଗୁରୁତର

ବାଲେଶ୍ଵର: ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ ଘଟି ୨ ଜଣ ଗୁରୁତର ହୋଇଥିବା ନେଇ ସୂଚନା ରହିଛି। ଗୁରୁତର ଦୁଇ ଜଣ ମାଆ ଓ ପୁଅ ହୋଇଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ବାଲେଶ୍ବର ଫକିରମୋହନ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ସୁଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ଜଳେଶ୍ୱର ଥାନା ଆରୁହା ପଞ୍ଚାୟତର ଶାଳିକୋଠା ଗ୍ରାମରେ ବାଣ ତିଆରି ବେଳେ ଏହି ଅଘ

Odisha News: ବାଣ ବିସ୍ଫୋରଣରୁ ଦୁଇ ଗୁରୁତର

About the Author