Odisha News: ଏହି ଦିନ ରାଜ୍ୟରେ ନିଯୁକ୍ତି ପାଇବେ ୮୫୯ ଏସଏସବି ଅଧ୍ୟାପକ

Odisha News: ଆସନ୍ତା ମାର୍ଚ୍ଚ ୧ ତାରିଖରେ ରାଜ୍ୟରେ ନୂତନ ଭାବେ ନିଯୁକ୍ତି ପାଇବେ ୮୫୯ ଏସଏସବି ଅଧ୍ୟାପକ (SSB Odisha Lecturer appointment)। ଏକକାଳୀନ ଭାବେ ଲୋକସେବା ଭବନର କନଭେନସନ୍ ହଲ ଓ ରବିନ୍ଦ୍ର ମଣ୍ତପରେ ନିଯୁକ୍ତି ପର୍ବ ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ନବ ନିଯୁକ୍ତ ଅଧ୍ୟାପକଙ୍କୁ ମାର୍ଗଦର୍ଶନ ଦେବାର କାର୍ଯ୍ୟକ୍ରମ ରହିଛି।

Odisha News: ଏହି ଦିନ ରାଜ୍ୟରେ ନିଯୁକ୍ତି ପାଇବେ ୮୫୯ ଏସଏସବି ଅଧ୍ୟାପକ
Image Credit: ସୌଜନ୍ୟ- ସୋସିଆଲ ମିଡି଼ଆ

About the Author