Magha Saptami 2024: ଏହି ଦିନ ମାଘ ସପ୍ତମୀ, ଚନ୍ଦ୍ରଭାଗାରେ ବୁଡ଼ ପକାଇବା ପାଇଁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା

Magha Saptami 2024: ପାଖେଇ ଆସୁଛି ମାଘ ସପ୍ତମୀ (Magha Saptami 2024) । ଆସନ୍ତା ୧୬ ତାରିଖରେ (ଫେବୃଆରୀ ୧୬) ମାଘ ସପ୍ତମୀ (Magha Saptami on February 16) । ଏ ଅବସରରେ ଚନ୍ଦ୍ରଭାଗାର ବୁଡ଼ର ରହିଛି ନିଆରା ପରମ୍ପରା। ବଡ଼ି ଭୋରୁ ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ କୋଟିପୂଣ୍ୟ ପ୍ରାସ୍ତ ହୋଇଥାଏ ବୋଲି ଲୋକ ବିଶ୍ବାସ ରହିଛି।

Magha Saptami 2024: ଏହି ଦିନ ମାଘ ସପ୍ତମୀ, ଚନ୍ଦ୍ରଭାଗାରେ ବୁଡ଼ ପକାଇବା ପାଇଁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା

About the Author