Odisha News: ଚାକିରି ଦେବା ନାଁରେ ଠକେଇ, ଲକ୍ଷାଧିକ ଟଙ୍କା ସହ ୯୨ ପାସପୋର୍ଟ ଜବତ

Odisha News: ବେକାରୀ ଯୁବକଙ୍କୁ ବିଦେଶରେ ଚାକରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ ହୋଇଛନ୍ତି। ସେମାନଙ୍କ ଠାରୁ ବିପୁଳ ପରିମାଣର ପାସପୋର୍ଟ ଓ ଭିସାକୁ ମଧ୍ଯ ଜବତ କରିଛି ବ୍ରହ୍ମପୁର ପୋଲିସ୍। ଗିରଫ ତିନି ଜଣ ଅଭିଯୁକ୍ତ ହେଲେ ସି. ଏଚ୍. ମୋହନ ରେଡି,ପି. ସିମାଞ୍ଚଳ ଓ ଟି. ଦିଲେଶ୍ଵର ରାଓ। ଏହା ସହ ପୋଲିସ୍ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Odisha News: ଚାକିରି ଦେବା ନାଁରେ ଠକେଇ, ଲକ୍ଷାଧିକ ଟଙ୍କା ସହ ୯୨ ପାସପୋର୍ଟ ଜବତ

About the Author