Odisha News: ପାଟଣା ରେଞ୍ଜରେ ହାତୀପଲ ଆତଙ୍କ, ଭାଙ୍ଗିଲେ ଘର ସହ...

(ଅଭୟ ମହାନ୍ତି, କେନ୍ଦୁଝର) Odisha News: କେନ୍ଦୁଝର ବନଖଣ୍ଡର ପାଟଣା ରେଞ୍ଜରେ ଗଜରାଜଙ୍କ ଆତଙ୍କ । ଏକ ୩୪ ଟିକିଆ ହାତୀ ପଲ ବିଳମ୍ବିତ ରାତିରେ ପାଟଣା ରେଞ୍ଜର କେନ୍ଦୁଆପଡା , ବାଲିବନ୍ଧ , ଝାଲିଆପଡା ଏବଂ ଟାଙ୍ଗରପଡା ଆଦି ଗାଁରେ ଆତଙ୍କ ଖେଳାଇ ଥିବା ବେଳେ ଏକ ଗୋଠଛଡ଼ା ଦନ୍ତା ୪ ଟି ଘର ଭାଙ୍ଗିଦେଇଛି। ଯାହାକୁ ନେଇ ସ୍ଥାନୀୟବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।

Odisha News: ପାଟଣା ରେଞ୍ଜରେ ହାତୀପଲ ଆତଙ୍କ, ଭାଙ୍ଗିଲେ ଘର ସହ...

About the Author