OSSC ର ନୂତନ ଅଧ୍ୟକ୍ଷ ନିଯୁକ୍ତ ହେଲେ IAS ସୁଧାକର ବୁର୍ଗୀ

New Chairman Of OSSC: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ (OSSC)ର ସଦସ୍ୟ IAS ସୁଧାକର ବୁର୍ଗୀ IAS (ଅବସରପ୍ରାପ୍ତ)ଙ୍କୁ ଭୁବନେଶ୍ୱରରେ ଏହାର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି।

OSSC ର ନୂତନ ଅଧ୍ୟକ୍ଷ ନିଯୁକ୍ତ ହେଲେ IAS ସୁଧାକର ବୁର୍ଗୀ
Image Credit: IAS Sudhakar Burgi Appointed New Chairman Of OSSC

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments