Mahaprasad: ଶ୍ରୀମନ୍ଦିରରେ ଏଣିକି ବ୍ୟବହାର ହେବ ‘ଅମୃତ ଅନୁ’

Mahaprasad: କୃଷି ଭବନରେ କୃଷି ଓ କୃଷକ ଶସକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସହ ଙ୍କ ସୁଆର ମହାସୁଆର ନିଯୋଗର ବୈଠକରେ ନିଷ୍ପତ୍ତି।କୃଷି ବିଭାଗର ବିଭିନ୍ନ ପଦାଧିକାରୀ ଉପସ୍ଥିତ ରହି ସୁଆର ମହାସୁଆର ନିଯୋଗ ସହ ଆଲୋଚନା କରିଛନ୍ତି। ଜୈବିକ ଚାଉଳର ବିଭିନ୍ନ ସାମ୍ପୂଲ ମଧ୍ୟ ପ୍ରଦର୍ଶନ କରିଛନ୍ତି ଏକାଧିକ ଏନ୍ ଜି ଓ। ୫୦ ବର୍ଷ ତଳେ ଚାଲୁଥିବା ପରମ୍ପରା ରକ୍ଷା ହେବାସହ ରାସାୟନିକ ଯୁକ୍ତ ଖାଦ୍ୟ ନଖାଇବା ନେଇ ସଚେତନ ହେବେ ଲୋକେ। ଯାହା ଶ୍ରୀମନ୍ଦିରରୁ ଆରମ୍ଭ ହେବ ।ପ୍ରତିକ୍ରିୟା ରଖିଛନ୍ତି ସୁଆର ମହାସୁଆର ନିଯୋଗ।

Mahaprasad: ଶ୍ରୀମନ୍ଦିରରେ ଏଣିକି ବ୍ୟବହାର ହେବ ‘ଅମୃତ ଅନୁ’

About the Author