Odisha News: ମହୁମାଛି ଆକ୍ରମଣରେ ଜଣେ ମୃତ

(ଅଭୟ ମହାନ୍ତି, କେନ୍ଦୁଝର) Odisha News: ମହୁମାଛି ଆକ୍ରମଣରେ ୨ଜଣ ଗୁରୁତର ହୋଇଛି। ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ହେଲେ ଚିକିତ୍ସାଧିନ ଅବସ୍ଥାରେ ଜଣକର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ହିରୁ ସାଆନ୍ତ ।

Odisha News: ମହୁମାଛି ଆକ୍ରମଣରେ ଜଣେ ମୃତ

About the Author