Odisha News: କନ୍ଧମାଳରେ ପୁଣି ଜଣେ ମାଓବାଦୀ ନିହତ

Odisha News: କନ୍ଧମାଳ ପୋଲିସକୁ ବଡ଼ ସଫଳତା। କନ୍ଧମାଳ ଜିଲ୍ଲାରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏହି ଗୁଳିବିନିମୟରେ ଜଣେ ମାଓବାଦୀ ନିହତ ହୋଇଥିବା (Maoist killed in Kandhamal) ଜଣାପଡିଛି। ଏନେଇ ଜିଲ୍ଲା ଏସପି ସୂଚାନ ଦେଇଛନ୍ତି ।ସୂଚନା ଅନୁଯାୟୀ, ଗତକାଲି(ରବିବାର) ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା।

Odisha News: କନ୍ଧମାଳରେ ପୁଣି ଜଣେ ମାଓବାଦୀ ନିହତ