Odisha News: ଡିସେମ୍ବରରୁ ରାଜଧାନୀରେ ପୁଣିଥରେ ଆରମ୍ଭ ହେବ ପଥ ଉତ୍ସବ

ଭୁବନେଶ୍ୱର: ପୁଣି ଥରେ ଫେରିବ ପଥ ଉତ୍ସବ। ରାଜଧାନୀରେ ରାଜରାସ୍ତାରେ ଶୀତୁଆ ସକାଳର ମଜା ଉଠାଇବେ ରାଜଧାନୀବାସୀ। ରାଜଧାନୀର ଛାତି ଉପରେ ଛୁଟି ଦିନରେ ହେବ ଘୋ' ଘା'। ଆସନ୍ତା ଡିସେମ୍ବର ୨୮ରୁ ଆରମ୍ଭ ହେବ ପଥ ଉତ୍ସବ। ଏନେଇ ବିଏମ୍‌ସି ପକ୍ଷରୁ ଟେଣ୍ଡର ଆହ୍ଵାନ କରାଯାଇଛି। ଏହାବାଦ ଲୋକଙ୍କ ଭିତରେ ଥିବା କଳାକୁ ଲୋକଲୋଚନକୁ ଆଣିବା ପାଇଁ ବିଏମ୍‌ସି ଆ

Odisha News: ଡିସେମ୍ବରରୁ ରାଜଧାନୀରେ ପୁଣିଥରେ ଆରମ୍ଭ ହେବ ପଥ ଉତ୍ସବ

About the Author