Odisha News: ଇଟାଭାଟିରେ ଶ୍ୱାସରୁଦ୍ଧ ହୋଇ ୪ ମୃତ, ମୃତକଙ୍କ ଭିତରେ ରହିଛି...

Odisha News: ଅଶୁଭ ଶନିବାର । ଇଟାଭାଟିରେ ଘଟିଗଲା ବଡ଼ ଅଘଟଣ। ଶ୍ବାସରୁଦ୍ଧ ହୋଇ ଚାଲିଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ତେବେ, ମୃତକଙ୍କ ମଧ୍ୟରେ ଜଣେ ୭ ବର୍ଷର ଶିଶୁ ରହିଥିବା ଜଣାପଡିଛ। ଢ଼େଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା କମଳାଙ୍ଗ ନିକଟ ଇଟାଭାଟିରେ ଏହି ଅଘଟଣ ଘଟିଛି ।

Odisha News: ଇଟାଭାଟିରେ ଶ୍ୱାସରୁଦ୍ଧ ହୋଇ ୪ ମୃତ, ମୃତକଙ୍କ ଭିତରେ ରହିଛି...

About the Author