Odisha News: କୋରାପୁଟ ଜିଲ୍ଲାର ବିଦ୍ୟାଳୟଗୁଡ଼ିକରେ ୩୦ଟି ଜଳ ବିଶୋଧନ ୟୁନିଟ୍ ସ୍ଥାପନ

ୟୁ. ଏନ୍. ରାଜୁ ବାଳିକା ଉଚ୍ଚ ବିଦ୍ୟାଳୟରେ ଏହାର ଉଦଘାଟନୀ ଉତ୍ସବରେ ଲକ୍ଷ୍ମୀପୁରର ମାନ୍ୟବର ବିଧାୟକ ଶ୍ରୀ. ପବିତ୍ର ସାଉନ୍ତା କହିଥିଲେ ଯେ ଏହି ଅଞ୍ଚଳର ବିଦ୍ୟାଳୟଗୁଡ଼ିକ ପାଇଁ ନିରାପଦ ପାନୀୟ ଜଳ ଏକ ଜରୁରୀ ଆବଶ୍ୟକତା, ଯାହା ଛାତ୍ରଛାତ୍ରୀଙ୍କ ଦୈନନ୍ଦିନ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦେକ୍ଷପ।

Odisha News: କୋରାପୁଟ ଜିଲ୍ଲାର ବିଦ୍ୟାଳୟଗୁଡ଼ିକରେ ୩୦ଟି ଜଳ ବିଶୋଧନ ୟୁନିଟ୍ ସ୍ଥାପନ

About the Author