Odisha News: ଗାଧୋଇବା ବେଳେ ଅଘଟଣ , ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ପୁତୁରା ମୃତ, ମାଉସୀ ଗୁରୁତର

Odisha News: ଗାଧୋଇବା ବେଳେ ଘଟିଲା ବଡ଼ ଅଘଟଣ ! ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ପୁତୁରାର ମୃତ୍ୟୁ ହୋଇଥିବା ବେଳେ ମାଉସୀ ଗୁରୁତର ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ଆର୍ ଉଦୟଗିରି ବ୍ଳକ କାଟମପଡ଼ା ଗାଁରେ ।

Odisha News: ଗାଧୋଇବା ବେଳେ ଅଘଟଣ , ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ପୁତୁରା ମୃତ, ମାଉସୀ ଗୁରୁତର

About the Author