Odisha Police SI Scam: ପୋଲିସ୍ SI ନିଯୁକ୍ତି ଘୋଟାଲ, କ୍ରାଇମବ୍ରାଞ୍ଚରେ ହାଜର ହେଲେ 'ବଣିକ୍'ର ଏହି ତିନି ଅଧିକାରୀ

Odisha Police SI Scam: ପୋଲିସ୍ ଏସଆଇ ଚାକିରି ଦୁର୍ନିତୀ ମାମଲାରେ ଆସିଛି ଏକ ନୂଆ ଟ୍ବିଷ୍ଟ୍ । ଭୁବନେଶ୍ବର ସ୍ଥିତ 'ବଣିକ୍' କୋଚିଂ ସେଣ୍ଟର ସହ ଲିଙ୍କ୍ ଥିବା ନେଇ ଗତକାଲି କ୍ରାଇମବ୍ରାଞ୍ଚ ରେଡ୍ ମାରିଥିଲା।

Odisha Police SI Scam: ପୋଲିସ୍ SI ନିଯୁକ୍ତି ଘୋଟାଲ, କ୍ରାଇମବ୍ରାଞ୍ଚରେ ହାଜର ହେଲେ 'ବଣିକ୍'ର ଏହି ତିନି ଅଧିକାରୀ

About the Author