ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ୨ କିଲୋ ୱାଟ୍ ପର୍ଯ୍ୟନ୍ତ ସ୍ମାର୍ଟ ମିଟର ରେଣ୍ଟ୍ ଛାଡ଼ ହୋଇଥିବା ସୂଚନା ମିଳିଛି । ଡିଜିଟାଲ୍ ପେମେଣ୍ଟରେ ୪ ପ୍ରତିଶତ ରିହାତି ବଳବତ୍ତର ରଖାଯାଇଛି ।
Trending Photos
)
ଭୁବନେଶ୍ୱର: ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ଟାରିଫ୍ ଅପରିବର୍ତ୍ତିତ ସହ ମିଟର ରେଣ୍ଟ ଛାଡ଼ ହୋଇଛି। ଏନେଇ OERC ପକ୍ଷରୁ ବଡ଼ ଘୋଷଣା କରାଯାଇଛି ।
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ୨ କିଲୋ ୱାଟ୍ ପର୍ଯ୍ୟନ୍ତ ସ୍ମାର୍ଟ ମିଟର ରେଣ୍ଟ୍ ଛାଡ଼ ହୋଇଥିବା ସୂଚନା ମିଳିଛି । ଡିଜିଟାଲ୍ ପେମେଣ୍ଟରେ ୪ ପ୍ରତିଶତ ରିହାତି ବଳବତ୍ତର ରଖାଯାଇଛି । ଯେଉଁ ୬୦ ଟଙ୍କା ରେଣ୍ଟ୍ ଚାର୍ଜ ପଡୁଥିଲା ଗ୍ରାହକଙ୍କୁ ଆଉ ତାହା ପଡ଼ିବନାହିଁ । ୨୦୨୧-୨୨ ପରଠାରୁ ଟାରିଫ୍ ବୃଦ୍ଧି କରାଯାଇନି ।
Also Read- ବିଲ୍ ପାସ୍ ପାଇଁ ୧୫ ଲକ୍ଷ ଲାଞ୍ଚ, ୪ ଜଣଙ୍କୁ ଗିରଫ କଲା CBI
Also Read- ଫେରିପାଇବେ ଚିଟଫଣ୍ଡ୍ ଟଙ୍କା ! ବିଧାନସଭାରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ