ପୁଣି ମଧ୍ୟାହ୍ନ ଦର ବଢ଼ାଇଲେ ସରକାର

Mid day meal: ସେହିପରି ଉଚ୍ଚ ପ୍ରାଥମିକ ପିଲାଙ୍କ ପାଇଁ ଖର୍ଚ୍ଚ ହେବ ୧୦ଟଙ୍କା ୯୪ ପଇସା। ପ୍ରଥମରୁ ଏହା ୮ଟଙ୍କା ୮୨ ପଇସା ରହିଥିଲା। ଡିସେମ୍ବର ୧ତାରିଖରୁ ଏହି ନୂଆ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ଲାଗୁ ହେବ। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ତେବେ କିଛି ଦିନ ପୂର୍ବେ ସରକାର ୧ ଟଙ୍କା ବୃଦ୍ଧି କରିଥିଲେ ସରକାର। ତେବେ ପୁଣି ସଂଶୋଧନ କରି ନୂଆ ଖର୍ଚ୍ଚ ଲାଗୁ କରିଛନ୍ତି।

ପୁଣି ମଧ୍ୟାହ୍ନ ଦର ବଢ଼ାଇଲେ ସରକାର

About the Author