Odisha News: ପାରାଦୀପରେ ଭୟଙ୍କର ସଡକ ଦୁର୍ଘଟଣା,ଜଣେ ମୃତ, ୨ ଆହତ

Odisha News: ପାରାଦୀପ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବିଦ୍ୟାଳୟ ସମ୍ମୁଖରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଲୁନାକୁ ପିଟିଲା କାର୍। ଘଟଣା ସ୍ଥଳରେ ଲୁନା ଆରୋହୀଙ୍କ ଚାଲିଗଲା ଜୀବନ। କାର୍ ରେ ଥିବା ଦୁଇଜଣ ଗୁରୁତର ହୋଇଛନ୍ତି।

Odisha News: ପାରାଦୀପରେ ଭୟଙ୍କର ସଡକ ଦୁର୍ଘଟଣା,ଜଣେ ମୃତ, ୨ ଆହତ

About the Author