Operation Sindoor: ଭାରତର ସାମରିକ ସ୍ଥଳରେ ଆକ୍ରମଣ ମିଛ, ଗୁଳି ବର୍ଷଣ ଜାରି,ସୀମାରେ ସୈନ୍ୟ ବଢ଼ାଉଛି ପାକିସ୍ତାନ

Operation Sindoor: ଦିନକୁ ଦିନ ଅଧିକ ଅସ୍ତବ୍ୟସ୍ତ ହେଉଛି ପାକିସ୍ତାନ। ସୀମାରେ ଅଧିକ ସୈନ୍ୟ ମୁତ୍ତୟନ ସହ ଗୁଳି ବର୍ଷା କରି ସାଧାରଣ ଧନ ଜୀବନ ହାନୀ କରିବାକୁ ପଛାଉ ନାହିଁ। ଖାଲି ସେତିକି ନୁହେଁ ମିଛ ଖବର ପ୍ରସାର କରି ନିଜ ଲୋକଙ୍କ ଭିତରେ ଆସ୍ଥା ବୃଦ୍ଧି ଚାହୁଁଛୁ ପାକିସ୍ତାନ। ହେଲେ ଭାରତ ଏହାକୁ କଡ଼ା ଭାବେ ନିନ୍ଦା କରିବା ସହ ସାମରିକ କାର୍ଯ୍ୟାନୁଷ୍ଠାନର ଜବାବ ସାମରିକ ଅସ୍ତ୍ରରେ ପ୍ରଦାନ କରୁଛି।

Operation Sindoor: ଭାରତର ସାମରିକ ସ୍ଥଳରେ ଆକ୍ରମଣ ମିଛ, ଗୁଳି ବର୍ଷଣ ଜାରି,ସୀମାରେ ସୈନ୍ୟ ବଢ଼ାଉଛି ପାକିସ୍ତାନ

About the Author