ପଟ୍ଟାମୁଣ୍ଡାଇ ଯୁବତୀ ମୃତ୍ୟୁ ଘଟଣା, ଅଭିଯୁକ୍ତ ଓ ପୀଡ଼ିତା ବାପାଙ୍କ ମୋବାଇଲ୍‌ ସିଜ୍‌

ପ୍ରତିକ୍ରିୟାରେ ଏସପି କହିଛନ୍ତି ଯେ, ପ୍ରାଥମିକ ପ୍ରମାଣ ଆଧାରରେ ପ୍ରମୋଦ ବେହେରାଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ପ୍ରମୋଦ ମୋବାଇଲ୍‌ରେ ୬୦ ଅଶ୍ଲୀଳ ଭିଡିଓ ଥିବାର ପ୍ରମାଣ ମିଳିଛି ।

ପଟ୍ଟାମୁଣ୍ଡାଇ ଯୁବତୀ ମୃତ୍ୟୁ ଘଟଣା, ଅଭିଯୁକ୍ତ ଓ ପୀଡ଼ିତା ବାପାଙ୍କ ମୋବାଇଲ୍‌ ସିଜ୍‌

About the Author