Crime: ସରପଞ୍ଚଙ୍କ ଜାଲ ଦସ୍ତଖତ କରି ୧ କୋଟି ୩୭ ଲକ୍ଷ ଟଙ୍କା ହେରଫେର କରିଥିବା ପିଇଓ ଗିରଫ...

Crime: (ପ୍ରେମାନନ୍ଦ ପୁଜାରୀ) ଏଥି ପାଇଁ ସେ ଚତୁରତାର ସହ ବିଭିନ୍ନ ସମୟରେ ଚେକ୍‌ରେ ସରପଞ୍ଚଙ୍କ ଜାଲ୍ ଦସ୍ତଖତ କରି ବ୍ୟାଙ୍କରୁ ଟଙ୍କା ଉଠାଉଥିଲେ। ସରପଞ୍ଚଙ୍କ ଅଜାଣତରେ ଏହି ସବୁ ବେଆଇନ କାରବାର ଚାଲିଥିଲା ଏଭଳି ଭାବେ ସମୀର ତୁଳୁସ୍ଥିତ ୟୁନିଅନ ବ୍ୟାଙ୍କ୍ ଶାଖାରେ ଥିବା ପଞ୍ଚାୟତର ଆକାଉଣ୍ଟ୍‌ରୁ ପ୍ରାୟ ୧ କୋଟି ୩୭ ଲକ୍ଷ ଟଙ୍କା ଉଠାଇ ନେଇଥିବା ଜଣାପଡ଼ିବା ପରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଥିଲା।

Crime: ସରପଞ୍ଚଙ୍କ ଜାଲ ଦସ୍ତଖତ କରି ୧ କୋଟି ୩୭ ଲକ୍ଷ ଟଙ୍କା ହେରଫେର କରିଥିବା ପିଇଓ ଗିରଫ...

About the Author