ଜିଲ୍ଲାରେ କାମ ମିଳିବା ସାତ ସପନ: ଅନ୍ୟ ରାଜ୍ୟରେ ଦାଦନ ଖଟିବାକୁ ଶ୍ରମିକଙ୍କ ଧାଡ଼ି

ଫଳରେ ଖୋର୍ଦ୍ଧାରୋଡ଼, ନିରାକାରପୁର, ବାଲୁଗାଁ, ଭୁଷୁଣ୍ଡପୁର ପ୍ରମ୍ମୁଖ ରେଳ ଷ୍ଟେସନମାନଙ୍କରେ ପ୍ରତ୍ୟେକ ଦିନ ଶହ ଶହ ସଂଖ୍ୟାରେ ଦାନନ ଖଟିବା ପାଇଁ ରାଜ୍ୟ ବାହାରକୁ ଏପରିକି, ପାସପୋର୍ଟ ବାହାରକରି ଶ୍ରମିକ ଭାବେ କାମ କରିବା ପାଇଁ ଦେଶ ବାହାରକୁ ଯାଉଥିବା ଜଣାଯାଇଛି। ଖୋର୍ଦ୍ଧା ଜିଲ୍ଲାରେ ଏହି ଦାଦନ ଶ୍ରମିକ ସମସ୍ୟା ଗତ କିଛି ବର୍ଷ ହେବ ମୁଣ୍ଡ ଟେକିଥିଲେ ମଧ୍ୟ ଏଥିପ୍ରତି ପ୍ରଶାସନ କିମ୍ବା ଶ୍ରମ ବିଭାଗ ପକ୍ଷରୁ କୌଣସି ଧ୍ୟାନ ଦିଆଯାଉ ନଥିଲା ଭଳି ମନେ ହେଉଛି।

ଜିଲ୍ଲାରେ କାମ ମିଳିବା ସାତ ସପନ: ଅନ୍ୟ ରାଜ୍ୟରେ ଦାଦନ ଖଟିବାକୁ ଶ୍ରମିକଙ୍କ ଧାଡ଼ି

About the Author