Advertisement
Photo Details/zeeodisha/odisha2558028
photoDetails0hindi

Odisha News: ସମୁଦ୍ରରେ ମାଛ ଧରିଲା ବେଳେ ଆମେରିକାର ଟି.ଇ.ଡି ଜାଲ ବ୍ୟବହାର ପାଇଁ ସଚେତନ

Odisha News: ସମୁଦ୍ରରେ ମାଛ ଧରିଲା ବେଳେ ଆମେରିକା ର ଟି.ଇ.ଡି ( ଟ୍ରଟଲ୍ ଏକ୍ସରସାଇଜ୍ ଡିଭାଇସ୍) ଜାଲ ବ୍ୟବହାର ପାଇଁ ସଚେତନ କରାଯାଉଛି। 

1/7

Odisha News: (ନାରାୟଣ ବେହେରା) ସମୁଦ୍ରରେ ମାଛ ଧରିଲା ବେଳେ ଆମେରିକା ର ଟି.ଇ.ଡି ( ଟ୍ରଟଲ୍ ଏକ୍ସରସାଇଜ୍ ଡିଭାଇସ୍) ଜାଲ ବ୍ୟବହାର ପାଇଁ ସଚେତନ କରାଯାଉଛି। 

2/7

ଏହି ଜାଲ ବ୍ୟବହାର କଲେ ଅତି ସହଜରେ କଇଁଚ ଜାଲରୁ ବାହାରି ଆସିଥାନ୍ତି। 

3/7
ଏଥିନେଇ ପରୀକ୍ଷା ମୂଳକ ଭାବେ ଦୁଇଟି ବୋଟ୍ ରେ ବୈଷୟିକ ଟିମ୍, ବିଭାଗୀୟ ଅଧିକାରୀମାନଙ୍କ ସମେତ ସଂଘର ପ୍ରତିନିଧିମାନେ ଯାଇ ସମୁଦ୍ରରେ ମାଛ ଧରିଥିଲେ। 

4/7

ତେବେ ଘଣ୍ଟା ଘଣ୍ଟା ଧରି ସମୁଦ୍ରରେ ମାଛ ଧରିଥିଲେ ମଧ୍ୟ ଜାଲରେ ଗୋଟିଏ ବି କଇଁଚ ପଡି ନଥିଲା। 

5/7

ଏମିତିକି କଇଁଚଙ୍କ ଏନ୍ତୁଡିଶାଳ  ଗହିରୀମଥା ରେ ଦୀର୍ଘ ସମୟ ଧରି ଟିଇଡି ଜାଲ ପରୀକ୍ଷଣ କରା ଯାଇଥିଲେ ମଧ୍ୟ ଜାଲରେ ମାଛ ଛଡା କଇଁଚ ପଡି ନଥିବା ଦେଖିବାକୁ ମିଳିଛି। 

6/7
ତେବେ ପାରାଦୀପ ମାଛଧରା ବନ୍ଦରରେ ଥିବା ସମସ୍ତ ବୋଟ୍ ମାଲିକ ଓ ମତ୍ସ୍ୟଜୀବୀଙ୍କୁ ଆମେରିକାରେ ପ୍ରସ୍ତୁତ ଟି.ଇ.ଡି ଜାଲ ବ୍ୟବହାର ପାଇଁ ସଚେତନ କରାଇବା ସହିତ ଟିଇଡି ମାଧ୍ୟମରେ ଅଲିଭ ରିଡ଼ଲେ କଇଁଚ ସର୍ବେକ୍ଷଣ କରାଯାଇଥିଲା।

7/7

 ଏହା କିପରି ସମୁଦ୍ରରେ କଇଁଚଙ୍କ ଏନ୍ତୁଡିଶାଳରେ ଟିଇଡି ଜାଲ ବ୍ୟବହାର କରାଯାଇଛି। ଏହି ଦୃଶ୍ୟଟିକୁ ଭଲ ଭାବରେ ଦେଖନ୍ତୁ।