ଯାଜପୁର ଛତିଆରେ ବୋମା ବିସ୍ଫୋରଣ, ୨ଜଣଙ୍କ ମୃତ୍ୟୁ !

Published: May 13, 2025, 05:57 PM IST|Updated: May 13, 2025, 05:57 PM IST

ଛତିଆ ତଳ ବାଇପାସ୍ ନିକଟରେ ବୋମା ମାଡ ହୋଇଥିବା ସୂଚନା ମିଳିଛି

ବୋମା ବିସ୍ଫୋରଣରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ମୃତକଙ୍କ ପରିଚୟ ବର୍ତ୍ତମାନ ସୁଧା ସ୍ପଷ୍ଟ ହୋଇପାରିନାହିଁ ।