CM Mohan Majhi: ହାତୀ ଉପରେ ବସି କଂସ ଦରବାର ଆସିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦେଖନ୍ତୁ ଏହାର କିଛି ଫଟୋ...
)
ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ(CM Mohan Majhi) ।
)
)
ବରଗଡ଼ ଧନୁଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ହାତୀ ଉପରେ ବସି କଂସ ଦରବାରକୁ ଆସିଥିଲେ।
)
କଲ୍ୟାଣ ମଣ୍ଡପରୁ ହାତୀ ପିଠିରେ ବସି କଂସ ମହାରାଜଙ୍କ ଦରବାର ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ।
)
ଏହି ଅବସରରେ ସ୍ଥାୟୀ ରଙ୍ଗ ମହଲ ପାଇଁ ୧୨ କୋଟି ୮୦ ଲକ୍ଷ ଟଙ୍କା ମଞ୍ଜୁରୀ କରିଛନ୍ତି ମୁଖ୍ୟମନ୍ତ୍ରୀ।
)
ट्रेन्डिंग फोटोज़