Advertisement
Photo Details/zeeodisha/odisha2666700
Zee OdishaPhotosସୁଭଦ୍ରା ଆବେଦନର ଶେଷ ତାରିଖ ୩୧ ମାର୍ଚ୍ଚ, ୩ଟି କିସ୍ତିରେ ଟଙ୍କା
photoDetails0hindi

ସୁଭଦ୍ରା ଆବେଦନର ଶେଷ ତାରିଖ ୩୧ ମାର୍ଚ୍ଚ, ୩ଟି କିସ୍ତିରେ ଟଙ୍କା

ମାର୍ଚ୍ଚ ୩୧ ଭିତରେ ଯେଉଁମାନେ ଆବେଦନ କରିଥିବେ ସେମାନେ ଏକକାଳୀନ ଟଙ୍କା ପାଇବେ

1/5

୩୧ମାର୍ଚ୍ଚ ସୁଭଦ୍ରା ଆବେଦନର ଶେଷ ତାରିଖ

2/5

ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

3/5

ରାକ୍ଷୀପୂର୍ଣ୍ଣିମାରେ ଏକକାଳୀନ ୩ଟି କିସ୍ତିରେ ଟଙ୍କା ପାଇବେ

4/5

ଏବେ ସୁଭଦ୍ରା ମ୍ୟାଜିକ୍‌ ନମ୍ବର କୋଟିଏରୁ ଊର୍ଦ୍ଧ୍ବ ଛୁଇଁଛି

5/5

୮ ମାସରେ ଗୋଟିଏ ଯୋଜନା ହୋଇ କୋଟିଏ ମହିଳାଙ୍କୁ ‘ସୁଭଦ୍ରା’ ମିଳିବା ଇତିହାସ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।