ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପିପିଲି RI

ଅଭିଯୁକ୍ତ RI ପ୍ରଥମେ ପ୍ରତ୍ୟେକ ମ୍ୟୁଟେସନ୍ ମାମଲା ପାଇଁ 15,000 ଲାଞ୍ଚ ଦାବି କରିଥିଲେ ଏବଂ ମୋଟ 90,000 ଟଙ୍କା ଲାଞ୍ଚ ନେଇଥାନ୍ତେ । ବିନା ଲାଞ୍ଚରେ ଆବେଦନଗୁଡ଼ିକୁ ପ୍ରକ୍ରିୟାକରଣ କରିବାକୁ ସେ ରୋକ ଠୋକ ମନା କରିଥିଲେ।

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପିପିଲି RI

About the Author