Odisha News: ଆଜି ବ୍ରହ୍ମପୁର ଆଇଜର କ୍ୟାମ୍ପସ୍ ଲୋକାର୍ପଣ କରିବେ ମୋଦି

Odisha News: ବ୍ରହ୍ମପୁର ସହର ଉପକଣ୍ଠ ଲଉଡି଼ ଗାଁରେ ଇଣ୍ତିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ୍ ଆଣ୍ତ ରିସର୍ଚ୍ଚ (IISER Berhampur)ର ସ୍ଥାୟୀ କ୍ୟାମ୍ପସ୍ କୋଠାକୁ ଆଜି ସାଢେ ୧୦ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Pm Modi) ଭିଡିଓ କନଫରେସିଂ ମାଧ୍ୟମରେ ଲୋକାର୍ପଣ କରିବେ। ଏହି ଅବସରରେ କ୍ୟାମ୍ପସ୍ ପରିସରରେ ଆୟୋଜିତ ହେବାକୁ ଥିବା ଉତ୍ସବରେ ଭିସି ଯୋଗ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିବେ।

Odisha News: ଆଜି ବ୍ରହ୍ମପୁର ଆଇଜର କ୍ୟାମ୍ପସ୍ ଲୋକାର୍ପଣ କରିବେ ମୋଦି

About the Author