Advertisement
Article Detail0/zeeodisha/odisha2678042
Zee OdishaOdisha StateOdisha News:ରାଉରକେଲାରେ ପୋଲିସର ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଲକୁଆ ଆହତ

Odisha News:ରାଉରକେଲାରେ ପୋଲିସର ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଲକୁଆ ଆହତ

Odisha News: ରାଉରକେଲାରେ ପୋଲିସର ଏନ୍‌କାଉଣ୍ଟର। ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର କରିଛି ପୋଲିସ ।   ଏହି ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲକୁଆ ଆହତ ହୋଇଛି। 

 

Odisha News:ରାଉରକେଲାରେ ପୋଲିସର ଏନ୍‌କାଉଣ୍ଟର,  ଦୁର୍ଦ୍ଦାନ୍ତ ଅପରାଧୀ ଲକୁଆ ଆହତ

Odisha News: ରାଉରକେଲାରେ ପୋଲିସର ଏନ୍‌କାଉଣ୍ଟର। ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର କରିଛି ପୋଲିସ ।   ଏହି ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲକୁଆ ଆହତ ହୋଇଛି। ତେବେ ପୋଲିସର ଏନକାଉଣ୍ଟରରେ ଅପରାଧୀ ବିଆସ ଆହତ ହେବା ପରେ ତାକୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏ-ହା ବର୍ତ୍ତମାନ ରାଉରକେଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।  ରାଉରକେଲାର ବିଶ୍ରା ଥାନା ଅକ୍ଷୟଶିଳା ଜଳପ୍ରପାତ ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଛି । ଲକୁଆ ନାଁରେ ହତ୍ୟା, ଚୋରି, ଡ଼କାୟତି ଭଳି ମାମଲା ରହିଛି ।

 

ALSO READ: Shani Uday 2025: ମୀନରେ ଶନିଦେବ ହେବେ ଉଦୟ, ମାଲାମାଲ୍ ହେବେ ଏହିସବୁ ରାଶି, ମିଳିବ ଖୁସି ଖବର!

Add Zee News as a Preferred Source

ALSO READ: Today Horoscope: ତୁଳା -ମୀନ ସହ ସତର୍କ ରୁହନ୍ତୁ ଏହିସବୁ ରାଶି, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର?

About the Author