କନଷ୍ଟେବଳ ଶୁଭମିତ୍ରା ହତ୍ୟା ଘଟଣାରେ ପୋଲିସର ପର୍ଦ୍ଦାଫାସ, ପ୍ରଥମ ସ୍ତ୍ରୀକୁ ବି ମାରିଥିଲା ଦୀପକ

ପ୍ରଥମ ସ୍ତ୍ରୀ ଅପର୍ଣ୍ଣା ପ୍ରିୟଦର୍ଶିନୀ ମାମଲାର ପର୍ଦ୍ଦାଫାସ କରିଛି ପୋଲିସ । ଦୁର୍ଘଟଣା ନୁହେଁ ବରଂ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କୁ ହତ୍ୟା କରିଥିଲା ସ୍ୱାମୀ ଦୀପକ ।

କନଷ୍ଟେବଳ ଶୁଭମିତ୍ରା ହତ୍ୟା ଘଟଣାରେ ପୋଲିସର ପର୍ଦ୍ଦାଫାସ, ପ୍ରଥମ ସ୍ତ୍ରୀକୁ ବି ମାରିଥିଲା ଦୀପକ

About the Author